3day GDP conference in Bhubaneswar |୩ ଦିନିଆ DGP ସମ୍ମିଳନୀ,ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

ଆସନ୍ତା ୨୯ ତାରିଖରୁ ଭୁବନେଶ୍ୱରରେ ୩ ଦିନିଆ ଡିଜିପି ସମ୍ମିଳନୀ ହେବାକୁ ଯାଉଛି । ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଯୋଗଦେବେ । ସମ୍ମିଳନୀରେ ମାଓ ମୁକାବିଲା,ଆଇନଶୃଙ୍ଖଳା ଉପରେ ଆଲୋଚନା ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବାର ସମ୍ଭାବନା ରହିଛି ।

Leave a Comment

Exit mobile version